ଅର୍ଥ : ଭାରତର ମୁମ୍ବାଇ ସହରର ଉତ୍ତର ବାହ୍ୟାଞ୍ଚଳରେ ଥିବା ୱାର୍ଲି ଜନଜାତି ଲୋକଙ୍କଦ୍ବାରା କରାଯାଉଥିବା ଚିତ୍ରକଳା
ଉଦାହରଣ :
ୱାର୍ଲି ଲୋକ-ଚିତ୍ରକଳା ହେଉଛି ମହାରାଷ୍ଟ୍ରର ୱାର୍ଲି ଜନଜାତିର ନିତିଦିନିଆ ଜୀବନଯାତ୍ରା ଏବଂ ସାମାଜିକ ଜୀବନରସଜୀବ ଚିତ୍ରଣ
ସମକକ୍ଷ : ୱାର୍ଲି ଚିତ୍ରକଳା