ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହେଡିଂ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହେଡିଂ   ବିଶେଷ୍ୟ

ଅର୍ଥ : ଧ୍ୟାନ ଆକର୍ଷଣ ନିମନ୍ତେ ଲେଖା ଆଦିରେ ଲାଲ ରଙ୍ଗରେ ଲେଖା ହୋଇଥିବା ଶୀର୍ଷକ

ଉଦାହରଣ : ଏହି ଖବର ଆଜିର ଖବର କାଗଜରେ ମୁଖ୍ୟ ଖବରରେ ଥିଲା

ସମକକ୍ଷ : ମୁଖ୍ୟ ଖବର, ମୁଖ୍ୟ ସମାଚାର

ध्यानाकर्षण हेतु लेख आदि का लाल रंग में लिखा हुआ शीर्षक।

यह समाचार आज के समाचार-पत्र के सुर्ख़ियों में था।
सुरख़ी, सुरखी, सुर्ख़ी, सुर्खी

A title or heading that is printed in red or in a special type.

rubric