ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହୀରାମନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହୀରାମନ   ବିଶେଷ୍ୟ

ଅର୍ଥ : ଏକ କାଳ୍ପନିକ ଶୁଆ ଯାହାର ରଙ୍ଗ ସୁନା ଭଳି ହୋଇଥିବାର ବିଶ୍ୱାସ କରାଯାଏ

ଉଦାହରଣ : ହୀରାମନ ଶୁଆ ରତ୍ନସେନଙ୍କ ଆଗରେ ପଦ୍ମାବତୀଙ୍କ ସୌନ୍ଦର୍ଯ୍ୟର ବର୍ଣ୍ଣନା କରିଥିଲା

ସମକକ୍ଷ : ହୀରାମନ ଶୁଆ

एक काल्पनिक तोता जिसका रंग सोने का सा माना गया है।

हीरामन ने रत्नसेन से पद्मावती की सुंदरता का वर्णन किया था।
हीरामन, हीरामन तोता

ଅର୍ଥ : ବଡ଼ ଆକାରର ଏକ ଭାରତୀୟ ଶୁଆ

ଉଦାହରଣ : ଝାଡ଼ଖଣ୍ଡର ପଲାମୁ କ୍ଷେତ୍ରରେ ହୀରାମନ ଶୁଆ ବହୁଳଭାବେ ଦେଖାଯାନ୍ତି

ସମକକ୍ଷ : ହୀରାମନ ଶୁଆ

एक भारतीय तोता जो आकार में बड़ा होता है।

हीरामन झारखंड के पलामू क्षेत्र में बहुतायत से देखे जा सकते हैं।
हीरामन, हीरामन तोता