ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହିକ୍କା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହିକ୍କା   ବିଶେଷ୍ୟ

ଅର୍ଥ : ଅବିରତ କାନ୍ଦିବା ବା ଅନ୍ୟ କୌଣସି କାରଣରୁ ଶ୍ୱାସକ୍ରିୟା ମଝିରେ ମଝିରେ ଅଟକି ଯିବା

ଉଦାହରଣ : ଅବିରତ କାନ୍ଦିବା କାରଣରୁ ହିକ୍କା ଉଠେ

ସମକକ୍ଷ : ହିକା

लगातार रोने या किसी अन्य कारण से साँस में होनेवाली रुकावट।

लगातार रोने के कारण घिग्घी बँध जाती है।
घिग्घी

A condition caused by blocking the airways to the lungs (as with food or swelling of the larynx).

choking

ଅର୍ଥ : ଏକ ଶାରୀରିକ କାର୍ଯ୍ୟ ଯେଉଁଥିରେ ପେଟରୁ ବାୟୁ ଅଳ୍ପ ରହିରହି ଗଳାବାଟେ ବାହାରିଯିବାକୁ ଉଦ୍ୟମ କରେ

ଉଦାହରଣ : ପିଲାଟିର ବହୁତ ହିକ୍କା ଆସୁଛି

एक शारीरिक कार्य जिसमें पेट या कलेजे की वायु कुछ रुक-रुककर गले के रास्ते निकलने का प्रयत्न करती है।

बच्चे को बहुत हिचकी आ रही है।
हिक्का, हिचकी, हीक, हुचकी