ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହାଉଦା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହାଉଦା   ବିଶେଷ୍ୟ

ଅର୍ଥ : ହାତୀ ପିଠି ଉପରେ ପଡ଼ିଥିବା ଚାନ୍ଦୁଆଯୁକ୍ତ ହାଉଦା

ଉଦାହରଣ : ହାତୀକୁ ସଜ କରାଯାଇଥିଲା ଏବଂ ରାଜା ହାତୀ ପିଠି ଉପରେ ପଡ଼ିଥିବା ହାଉଦା ଉପରେ ବସିଥିଲେ

हाथी की पीठ पर रखा जानेवाला मंडपदार हौदा।

हाथी को सजाया गया था और राजा हथी की पीठ पर अंबारी में बैठा था।
अँबारी, अंबाड़ी, अंबारी, अमारी, अम्बाड़ी, अम्बारी, अम्मारी

ଅର୍ଥ : ହାତୀ ପିଠି ଉପରେ ବନ୍ଧା ଯାଉଥିବା କାଠଫ୍ରେମ୍ ଯାହା ଉପରେ ଲୋକେ ବସନ୍ତି

ଉଦାହରଣ : ହାତିଆଳ ହାତୀପିଠିରୁ ହାଉଦା ଓହ୍ଲାଇଲାପରେ ତାକୁ ହାତୀଶାଳାରେ ବାନ୍ଧିଦେଲା

हाथी की पीठ पर कसा जाने वाला चौखटा जिस पर लोग बैठते हैं।

हाथीवान ने हाथी की पीठ पर से हौदा उतारने के बाद हाथी को गजशाला में बाँध दिया।
कुंड, कुण्ड, हौदा

A (usually canopied) seat for riding on the back of a camel or elephant.

houdah, howdah