ଅର୍ଥ : ଯେଉଁ ବିଦ୍ୟାଳୟରେ ନବମ ଠାରୁ ଆରମ୍ଭ କରି ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଦିଆଯାଏ
ଉଦାହରଣ :
ପିଲାମାନେ ପାଶ୍କରି ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ ପଢିବାକୁ ଯାଆନ୍ତି
ସମକକ୍ଷ : ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଉଚ୍ଚ-ମାଧ୍ୟମିକ ସ୍କୁଲ, ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ