ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହସ୍ତାକ୍ଷର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହସ୍ତାକ୍ଷର   ବିଶେଷ୍ୟ

ଅର୍ଥ : କାହାରି ହାତର ଲେଖା ବା ଲିପି

ଉଦାହରଣ : ତାର ହସ୍ତାକ୍ଷର ବହୁତ ସୁନ୍ଦର

ସମକକ୍ଷ : ହସ୍ତଲିପି

किसी के हाथ की लिखावट या लिपि।

उसका हस्तलेख बहुत सुंदर है।
हस्त-लिपि, हस्त-लेख, हस्तलिपि, हस्तलेख

The activity of writing by hand.

Handwriting can be slow and painful for one with arthritis.
handwriting

ଅର୍ଥ : ଲେଖା ଯାଇଥିବା ଅକ୍ଷରଆଦି

ଉଦାହରଣ : ଗଜାନନର ହାତଲେଖା ଭାରି ସୁନ୍ଦର

ସମକକ୍ଷ : ହାତଲେଖା

किसी सतह पर लिखे हुए या मुद्रित वह अक्षर या चिह्न जो किसी भाषा की ध्वनियों या शब्दों को दर्शाते हैं।

गजानन की लिखावट बहुत सुन्दर है।
अक्षर, आखर, तहरीर, लिखावट, लिपि, लेख