ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହସ୍ତଗଣକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହସ୍ତଗଣକ   ବିଶେଷ୍ୟ

ଅର୍ଥ : ଯେ ହାତରେଖା ଦେଖି କୌଣସି ବ୍ୟକ୍ତିର ଅତୀତ, ଭବିଷ୍ୟତ, ଓ ବର୍ତ୍ତମାନ ସମ୍ପର୍କରେ କହନ୍ତି

ଉଦାହରଣ : ଅରୁଣାର ମଉସା ବହୁଚର୍ଚ୍ଚିତ ହସ୍ତରେଖାବିଦ୍‌

ସମକକ୍ଷ : ହସ୍ତରେଖାବିତ୍‌‌‌, ହସ୍ତରେଖାବିଦ୍‌‌, ହାତଦେଖାଳି

वह जो हाथ की रेखा देखकर व्यक्ति का भूत,भविष्य और वर्तमान बताता हो।

अरुणा के मौसाजी बहुचर्तित हस्तरेखाविद् हैं।
हस्तरेखाविद, हस्तरेखाविद्

Fortuneteller who predicts your future by the lines on your palms.

chiromancer, palmist, palmister