ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହଳନ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହଳନ୍ତ   ବିଶେଷ୍ୟ

ଅର୍ଥ : ସ୍ୱର ରହିତ ଶୁଦ୍ଧ ବ୍ୟଞ୍ଜନ ଧ୍ୱନି

ଉଦାହରଣ : ମହାନ୍‌ ଶବ୍ଦରେ ନ୍ ହଳନ୍ତ

ସମକକ୍ଷ : ହଳଂତ

शुद्ध व्यंजन जिसमें स्वर न मिला हो।

महान् में न् हल् है।
हलंत, हलन्त, हल्

ଅର୍ଥ : ଶୁଦ୍ଧ ବ୍ୟଞ୍ଜନକୁ ବ୍ୟକ୍ତ କରିବାନିମନ୍ତେ ଲଗାଯାଉଥିବା ଚିହ୍ନ

ଉଦାହରଣ : କଦାଚିତ୍‌ ଶବ୍ଦର ଶେଷରେ ହଳନ୍ତ ଚିହ୍ନ ଅଛି

ସମକକ୍ଷ : ହଳନ୍ତ ଚିହ୍ନ

वह चिह्न जो शुद्ध व्यंजन को व्यक्त करने के लिए लगाया जाए।

कदाचित् के अंत में हलंत चिह्न आता है।
हलंत, हलन्त, हल् चिन्ह, हल् चिह्न