ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହବିଷ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହବିଷ୍ୟ   ବିଶେଷ୍ୟ

ଅର୍ଥ : ବ୍ରତ, ଯଜ୍ଞ ଆଦିଦିନ ବା ତାହାର ପୂର୍ବଦିନ କରାଯାଉଥିବା କିଛି ବିଶିଷ୍ଟ ସାତ୍ତ୍ୱିକ ଆହାର

ଉଦାହରଣ : ମହାତ୍ମାଜୀ ହବିଷ୍ୟାନ୍ନ ଗ୍ରହଣ କରୁଛନ୍ତି

ସମକକ୍ଷ : ହବିଷ, ହବିଷ୍ୟାନ୍ନ

व्रत,यज्ञ आदि के दिन या उससे पहले दिन किया जानेवाला कुछ विशिष्ट सात्विक भोजन।

महात्माजी हविष्यान्न ग्रहण कर रहे हैं।
हविष्य, हविष्यान्न

The food served and eaten at one time.

meal, repast

ହବିଷ୍ୟ   ବିଶେଷଣ

ଅର୍ଥ : ଯାହା ହବନ ଯୋଗ୍ୟ ବା ଯାହାକୁ ଆହୁତି ରୂପରେ ଅଗ୍ନିରେ ପକାଯାଏ

ଉଦାହରଣ : ହବନ ଆରମ୍ଭ କରିବାପୂର୍ବରୁ ପ୍ରଥମେ ହବ୍ୟ ପଦାର୍ଥଗୁଡ଼ିକୁ ଏକତ୍ର ମିଶାଇଦିଅ

ସମକକ୍ଷ : ହବନୀୟ, ହବ୍ୟ

जो हवन के योग्य हो या जिसे आहुति के रूप में अग्नि में डाला जाए।

हवन शुरू करने से पहले हवनीय पदार्थों को एक में मिला लो।
आहवनी, हवनीय, हविष्य