ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହଜିଯିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହଜିଯିବା   କ୍ରିୟାପଦ

ଅର୍ଥ : ଅଲଗା ବା ପୃଥକ ହେବା

ଉଦାହରଣ : ଭିଡ଼ କାରଣରୁ ଆମର ଜଣେ ସାଙ୍ଗ ମେଳାରେ ହଜିଗଲା

ସମକକ୍ଷ : ଅଲଗା ହୋଇଯିବା

अलग या पृथक होना।

भीड़ के कारण हमारा एक साथी मेले में बिछुड़ गया।
अलग होना, छुटना, छूटना, बिछड़ना, बिछुड़ना, बिलगना, विलग होना

ଅର୍ଥ : ନିଜର କୌଣସି ବସ୍ତୁ ହଜିଯିବା

ଉଦାହରଣ : ମୋର ପାଞ୍ଚ ଟଙ୍କା ହଜିଗଲା

अपनी किसी वस्तु का कहीं छूट, रह या निकल जाना।

मेरे पाँच सौ रुपए खो गए।
खोना, गुमना, हेराना

ଅର୍ଥ : ଦେଖା ନ ମିଳିବା

ଉଦାହରଣ : ଅନେକ ଦିନ ହେଲା ସେ ଦିଶୁ ନାହିଁ

ସମକକ୍ଷ : ନ ଦିଶିବା

न दिखना।

उसके चेहरे की हँसी खो गई है।
खोना, गायब होना, गुम होना, गुमना, गुल होना

Become invisible or unnoticeable.

The effect vanished when day broke.
disappear, go away, vanish

ଅର୍ଥ : ଅସାବଧାନତାରୁ ବା ମନେ ନ ରହିବାରୁ ହଜିଯିବା

ଉଦାହରଣ : ମୋ ଚାବି କେଉଁଠି ହଜି ଗଲା

असावधानीवश या याद न रहने से खो जाना।

मेरी चाबी कहीं गुम गई।
खोना, गुम होना, गुमना, बिसरना, भुलाना, भूलना