ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହକିମ୍ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହକିମ୍   ବିଶେଷ୍ୟ

ଅର୍ଥ : ୟୁନାନୀ ରୀତିରେ ଚିକିତ୍ସା କରୁଥିବା ଚିକିତ୍ସକ

ଉଦାହରଣ : ସେ ଜଣେ କୁଶଳ ହକୀମଙ୍କଦ୍ୱାରା ନିଜ ଚିକିତ୍ସା କରାଉଛନ୍ତି

ସମକକ୍ଷ : ହକୀମ

यूनानी रीति से चिकित्सा करने वाला चिकित्सक।

वह एक कुशल हक़ीम से अपनी चिकित्सा करवा रहा है।
तबीब, हक़ीम, हकीम

A Muslim physician.

hakeem, hakim