ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ୱେଚ୍ଛାଚାରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ୱେଚ୍ଛାଚାରୀ   ବିଶେଷ୍ୟ

ଅର୍ଥ : ଯେ ନିଜର ଅଧିକାରକୁ ନିଜ ଇଚ୍ଛା ଅନୁସାରେ ଉପଯୋଗ କରେ

ଉଦାହରଣ : ଏହି କମ୍ପାନୀର ମାଲିକ ଜଣେ ସ୍ୱେଚ୍ଛାଚାରୀ, ସେ କର୍ମଚାରୀଙ୍କର କୌଣସି କଥା ଶୁଣେ ନାହିଁ ହିଟଲର୍‌ ଜଣେ ବହୁତ ବଡ଼ ସ୍ୱେଚ୍ଛାଚାରୀ ଥିଲେ

वह जो अपने अधिकारों का बहुत मनमाना उपयोग करे।

इस कंपनी का मालिक तानाशाह है वह कर्मचारियों की एक भी नहीं सुनता है।
हिटलर एक बहुत बड़ा तानाशाह था।
तानाशाह

Any person who exercises power in a cruel way.

His father was a tyrant.
tyrant

ସ୍ୱେଚ୍ଛାଚାରୀ   ବିଶେଷଣ

ଅର୍ଥ : ନିଜ ଇଚ୍ଛା ଅନୁସାରେ ସମସ୍ତ କାମ କରିପାରୁଥିବା ଲୋକ

ଉଦାହରଣ : କିଛି ଲୋକ ସ୍ୱଚ୍ଛନ୍ଦ ଜୀବନଯାପନ ପସନ୍ଦ କରନ୍ତି

ସମକକ୍ଷ : ଇଚ୍ଛାନୁବର୍ତ୍ତି, ସ୍ୱଚ୍ଛନ୍ଦ, ସ୍ୱତନ୍ତ୍ର, ସ୍ୱାଧୀନ

अपनी इच्छा के अनुसार सब काम कर सकने वाला।

कुछ लोग स्वच्छंद जीवन जीना चाहते हैं।
अबाधित, इच्छाचारी, ईहग, निर्द्वंद्व, निर्द्वन्द्व, स्वच्छंद, स्वच्छन्द, स्वतंत्र, स्वतन्त्र, स्वेच्छाचारी

ଅର୍ଥ : ଯାହା ନିଜ ଇଛାନୁସାରେ ହୋଇଥାଏ

ଉଦାହରଣ : ଜଣେ ବଡ଼ ଅଧିକାରୀ ତାଙ୍କ ବିଭାଗରେ କେତେକ ମନମୁଖୀ ନିଯୁକ୍ତି କରିଛନ୍ତି ମନମୁଖୀ ନିଯୁକ୍ତିଗୁଡ଼ିକର ଯାଞ୍ଚ ହେବା ଦରକାର

ସମକକ୍ଷ : ମନମୁଖୀ

जो अपने मन के अनुसार (किया गया) हो।

एक बड़े अधिकारी ने अपने विभाग में कुछ मनमानी नियुक्तियाँ कर दी।
मनमानी नियुक्तियों की जाँच होनी चाहिए।
मनमर्ज़ी, मनमर्जी, मनमानी

Determined by chance or impulse or whim rather than by necessity or reason.

A capricious refusal.
Authoritarian rulers are frequently capricious.
The victim of whimsical persecutions.
capricious, impulsive, whimsical