ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ୱୀକାର ପତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ୱୀକାର ପତ୍ର   ବିଶେଷ୍ୟ

ଅର୍ଥ : ଯେଉଁ ଲେଖାଦ୍ୱାରା ଉଭୟ ବାଦୀ ଓ ପ୍ରତିବାଦୀ ମିଳିମିଶି ଅଭିଯୋଗକୁ ନ୍ୟାୟାଳୟରୁ ଉଠାଇନିଅନ୍ତି

ଉଦାହରଣ : ଓକିଲ ମହାଶୟ ରାଜିନାମାରେ ଉଭୟପକ୍ଷର ଦସ୍ତଖତ କରାଇଲେ

ସମକକ୍ଷ : ରାଜିନାମା, ସ୍ୱୀକୃତ ପତ୍ର

वह लेख जिसके द्वारा वादी और प्रतिवादी परस्पर मेल कर अभियोग को न्यायालय से उठा लेते हैं।

वकील ने राज़ीनामे पर दस्तख़त करवाए।
राज़ीनामा, राजीनामा

(law) a legal document issued by a court or judicial officer.

judicial writ, writ

ଅର୍ଥ : ଯେଉଁ ଲେଖାକୁ ପ୍ରମାଣ ତଥା ନିଶ୍ଚିତତା ରୂପେ ମାନି ଦୁଇ ବିରୋଧୀ ପକ୍ଷ ପରସ୍ପର ମୀମାଂସା କରିନିଅନ୍ତି

ଉଦାହରଣ : ବଡ଼ ଭାଇ ରାଜିନାମାରେ ଦସ୍ତଖତ କରିବାକୁ ମନା କରିଦେଲା

ସମକକ୍ଷ : ରାଜିନାମା, ସ୍ୱୀକୃତି ପତ୍ର

नियोक्ता को नौकरी के प्रस्ताव तथा उसकी शर्तों को स्वीकारने की पुष्टि करने के लिए लिखा जानेवाला पत्र।

कल ही मैंने अपने नए नियोक्ता को स्वीकृति-पत्र भेजा है।
स्वीकार-पत्र, स्वीकृति-पत्र

(law) a legal document issued by a court or judicial officer.

judicial writ, writ