ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ୱାୟତ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ୱାୟତ୍ତ   ବିଶେଷଣ

ଅର୍ଥ : ଯେ ନିଜର ବା ଯାହା ଉପରେ ନିଜର ଅଧିକାର ଅଛି

ଉଦାହରଣ : ଏହା ମୋର ନିଜ ସଂପତ୍ତି

ସମକକ୍ଷ : ଆପଣାର, ନିଜ, ନିଜର, ସ୍ୱକୀୟ

जो निज का या अपना हो या जिस पर अपना अधिकार हो।

यह मेरी निजी संपत्ति है।
अपना, आत्म, आत्म विषयक, आत्म-संबंधी, आत्मिक, आत्मीय, खासगी, निजी, प्राइवेट, स्व, स्वकीय, स्वायत्त

Confined to particular persons or groups or providing privacy.

A private place.
Private discussions.
Private lessons.
A private club.
A private secretary.
Private property.
The former President is now a private citizen.
Public figures struggle to maintain a private life.
private

ଅର୍ଥ : ଯାହା ନିଜର ଆୟତ୍ତରେ ଥାଏ

ଉଦାହରଣ : ଆୟତ୍ତାଧୀନ କାର୍ଯ୍ୟ କରିବାର ଉତ୍ତରଦାୟିତ୍ୱ ମୁଁ ନେଇପାରେ

ସମକକ୍ଷ : ଆୟତ୍ତାଧୀନ, ନିଜକର୍ତ୍ତୃକ, ସ୍ୱବଶ

जो अपने वश का हो।

अपवश कार्य करने का उत्तरदायित्व मैं ले सकता हूँ।
अपवश

ଅର୍ଥ : ଯାହା ଅନ୍ୟର ଶାସନ ବା ନିୟନ୍ତ୍ରଣରେ ନ ଥାଇ ନିଜ କାର୍ଯ୍ୟର ସଞ୍ଚାଳନ ନିଜେ କରେ

ଉଦାହରଣ : ଏହି ନିୟମ ସ୍ୱାୟତ୍ତ ସଂସ୍ଥାଗୁଡିକ ଉପରେ ଲାଗୁ ହେବ୤

जो किसी दूसरे के शासन या नियंत्रण में न हो बल्कि अपने कार्यों का संचालन स्वयं करता हो।

यह नियम स्वायत्त संस्थाओं पर भी लागू होगा।
स्वायत्त

Existing as an independent entity.

The partitioning of India created two separate and autonomous jute economies.
autonomous