ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ୱାହିଲୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ୱାହିଲୀ   ବିଶେଷ୍ୟ

ଅର୍ଥ : ଆଫ୍ରିକାର ପୂର୍ବ ତଟୀୟ କ୍ଷେତ୍ର ତଥା ଦକ୍ଷିଣ-ପୂର୍ବ ଦ୍ୱୀପ ଗୁଡ଼ିକର ନିବାସୀ

ଉଦାହରଣ : ସେ ସ୍ୱାହିଲୀ କୁଆଡ଼େ ଯାଉଥିଲା?

अफ्रीका के पूर्वी तटीय क्षेत्र तथा उसके दक्षिण-पूर्वी द्वीपों के निवासी।

वह स्वाहिली कहाँ जा रहा था?
स्वाहिली

A native or inhabitant of Africa.

african

ଅର୍ଥ : ସ୍ୱାହିଲୀ ଲୋକଙ୍କ ଭାଷା

ଉଦାହରଣ : ତାଞ୍ଜାନିଆ,କେନିଆ ତଥା ୟୁଗାଣ୍ଡାରେ ସ୍ୱାହିଲୀ ଭାଷା କୁହାଯାଏ

ସମକକ୍ଷ : ସ୍ୱାହିଲୀ ଭାଷା

स्वाहिली लोगों की भाषा।

स्वाहिली तंजानिया, केन्या तथा युगांडा में बोली जाती है।
किस्वाहिली, किस्वाहिली भाषा, स्वाहिली, स्वाहिली भाषा

The most widely spoken Bantu languages. The official language of Kenya and Tanzania and widely used as a lingua franca in east and central Africa.

swahili

ସ୍ୱାହିଲୀ   ବିଶେଷଣ

ଅର୍ଥ : ସ୍ୱାହିଲୀ ଭାଷା ସହ ସମ୍ବନ୍ଧିତ ବା ସ୍ୱାହିଲୀ ଭାଷାର

ଉଦାହରଣ : ସ୍ୱାହିଲୀ ବହିଗୁଡ଼ିକର ଚାହିଦା ଦିନକୁ ଦିନ ବଢ଼ୁଛି

ସମକକ୍ଷ : ସ୍ୱାହିଲୀୟ