ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ହବନର ଆହୁତି ବସ୍ତୁ ଦେବା ସମୟରେ ଯେଉଁ ଶବ୍ଦର ପ୍ରୟୋଗ କରାଯାଇଥାଏ
ଉଦାହରଣ : ହବନ କୁଣ୍ଡ ପାଖରେ ସ୍ୱାହା ଧ୍ୱନି ଗୁଞ୍ଜରଣ ହେଉଛି
एक शब्द जिसका प्रयोग हवन की हवि देते समय होता है।
ଅର୍ଥ : ଅଗ୍ନି ଦେବତାଙ୍କ ପତ୍ନୀ
ଉଦାହରଣ : ଧର୍ମ ଗ୍ରନ୍ଥରେ ଅଗ୍ନାୟୀଙ୍କୁ ଅଗ୍ନି ଦେବତାଙ୍କ ପତ୍ନୀ ବୋଲି କୁହାଯାଇଛି
ସମକକ୍ଷ : ଅଗ୍ନାୟୀ
अग्नि देवता की पत्नी।
An imaginary being of myth or fable.
ସଂସ୍ଥାପନ କରନ୍ତୁ