ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ପଞ୍ଜ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ପଞ୍ଜ   ବିଶେଷ୍ୟ

ଅର୍ଥ : କେତେକ ସମୁଦ୍ର କୀଟଙ୍କ ଅଭ୍ୟନ୍ତରର ହାଡର ସେହି ଢାଞ୍ଚା ଯାହା କୋମଳ ତନ୍ତୁସମୂହର ପିଣ୍ଡ ରୂପରେ ହୋଇଥାଏ ଏବଂ ଯେଉଁଥିରେ ବହୁତ ଛୋଟଛୋଟ କଣା ଥାଏ

ଉଦାହରଣ : ସ୍ପଞ୍ଜ ଜଳ ବା ଅନ୍ୟ ତରଳ ପଦାର୍ଥକୁ ଶୁଖାଇ ଦିଏ ଏବଂ ଏହାକୁ ଦାବିଲେ ସେହି ତରଳ ପଦାର୍ଥ ସେଥିରୁ ବାହାରି ଆସେ

कुछ समुद्री कीड़ों के आंतरिक हड्डियों का वह ढाँचा जो कोमल तंतुओं के पिंड के रूप में होता है और जिसमें बहुत छोटे-छोटे छेद होते हैं।

स्पंज जल या दूसरे तरल पदार्थों को सोख लेता है और इसे दबाने पर वह तरल पदार्थ इसमें से बाहर निकल आता है।
इसपंज, इसपञ्ज, इस्पंज, इस्पञ्ज, स्पंज, स्पञ्ज

A porous mass of interlacing fibers that forms the internal skeleton of various marine animals and usable to absorb water or any porous rubber or cellulose product similarly used.

sponge

ଅର୍ଥ : ଜଳ ବା ଅନ୍ୟ ତରଳ ପଦାର୍ଥକୁ ଶୁଖାଇବା ନିମନ୍ତେ ତିଆରି ରବର ବା ସେଲୁଲୋଜର କୌଣସି ଛିଦ୍ରଦାର ପଦାର୍ଥ

ଉଦାହରଣ : ବଜାରରେ ଭଳିକିଭଳି ସ୍ପଞ୍ଜ ମିଳୁଛି

जल या दूसरे तरल पदार्थों को सोखने के लिए बना रबर या सैल्लूलोज़ का कोई छिद्रदार उत्पाद।

बाज़ार में तरह-तरह के स्पंज मिलते हैं।