ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ନିଗ୍ଧ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ନିଗ୍ଧ   ବିଶେଷଣ

ଅର୍ଥ : ସ୍ନେହ କରିଲାବାଲା ବା ଯାହା ଭିତରେ ସ୍ନେହ ଅଛି

ଉଦାହରଣ : ଆମ ଶିକ୍ଷକ ଖୁବ୍‌ ସ୍ନେହୀ, ତାଙ୍କ ସ୍ନେହ ଆମଉପରେ ଅବିରତ ବର୍ଷୁଥାଏ

ସମକକ୍ଷ : ସ୍ନେହୀ

नेह या लाड़-दुलार करनेवाला या जिसमें स्नेह हो।

हमारे गुरुजी बड़े स्नेही व्यक्ति हैं,उनका स्नेह हम लोगों पर बरसता रहता है।
छोही, नेही, लालक, सनेही, स्निग्ध, स्नेहक, स्नेही

ଅର୍ଥ : ତେଲ ଭଳି ଚିକଣିଆ

ଉଦାହରଣ : ତେଲିଆ ତ୍ୱଚାରେ ଅଧିକ ବ୍ରଣ ବାହାରେ

ସମକକ୍ଷ : ଚିକଣିଆ, ତେଲିଆ

तेल की तरह चिकनाहट लिए हुए।

तैलीय त्वचा पर अधिक मुँहासे निकलते हैं।
तेलहा, तेलीय, तैलीय, स्निग्ध

Smeared or soiled with grease or oil.

Greasy coveralls.
Get rid of rubbish and oily rags.
greasy, oily