ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ନାୟୁତନ୍ତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ନାୟୁତନ୍ତ୍ର   ବିଶେଷ୍ୟ

ଅର୍ଥ : ଯେଉଁ ତନ୍ତୁଦ୍ୱାରା ତନ୍ତ୍ରିକାର ସବୁ କ୍ରିୟା ସଂଚାଳିତ ହେଉଛି

ଉଦାହରଣ : ତନ୍ତ୍ରିକାତନ୍ତ୍ର ଶରୀରର ସବୁ ଐଚ୍ଛିକ ଏବଂ ଅନୈଛିକ କ୍ରିୟା କଳାପକୁ ନିୟମିତ କରିଥାଏ

ସମକକ୍ଷ : ତନ୍ତ୍ରିକା ତନ୍ତ୍ର, ସ୍ନାୟୁ ପ୍ରଣାଳୀ

The sensory and control apparatus consisting of a network of nerve cells.

nervous system, systema nervosum