ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ନାତକୋତ୍ତର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ନାତକୋତ୍ତର   ବିଶେଷ୍ୟ

ଅର୍ଥ : ସ୍ନାତକ ପରେ ଦିଆଯାଉଥିବା ଶିକ୍ଷା

ଉଦାହରଣ : ନୀଲମ ଦର୍ଶନଶାସ୍ତ୍ରରେ ସ୍ନାତକୋତ୍ତର କରୁଛି

ସମକକ୍ଷ : ପୋଷ୍ଟ ଗ୍ରାଜୁଏଟ୍‌

स्नातक और डॉक्टरेट के बीच की पढ़ाई।

नीलम दर्शनशास्त्र में स्नातकोत्तर कर रही है।
परास्नातक, पोस्ट-ग्रेजुएशन, स्नातकोत्तर

ସ୍ନାତକୋତ୍ତର   ବିଶେଷଣ

ଅର୍ଥ : ସ୍ନାତକ ପରେ ପଢ଼ାପଢ଼ିସହ ସମ୍ୱନ୍ଧିତ

ଉଦାହରଣ : ସ୍ନାତକୋତ୍ତର ଛାତ୍ରମାନେ ବିଦ୍ୟାଳୟରେ ଭଙ୍ଗାରୁଜା କଲେ

ସମକକ୍ଷ : ପୋଷ୍ଟ ଗ୍ରାଜୁଏଟ

स्नातक और डॉक्टरेट के बीच की पढ़ाई से संबंधित।

स्नातकोत्तर छात्रों ने विद्यालय में तोड़-फोड़ की।
परास्नातक, पोस्ट-ग्रेजुएट, स्नातकोत्तर

Of or relating to studies beyond a bachelor's degree.

Graduate courses.
graduate, postgraduate