ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ଥାନାନ୍ତରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ଥାନାନ୍ତରଣ   ବିଶେଷ୍ୟ

ଅର୍ଥ : ଅଧିକାରୀ ବା କାର୍ଯ୍ୟକର୍ତ୍ତାଙ୍କର ଏକସ୍ଥାନ ବା ବିଭାଗରୁ ଅନ୍ୟସ୍ଥାନକୁ ବା ବିଭାଗକୁ ପଠେଇଦେବାର ପ୍ରକ୍ରିୟା

ଉଦାହରଣ : ଏହି କାର୍ଯ୍ୟାଳୟର ଦୁଇଜଣ କର୍ମଚାରୀଙ୍କ ବଦଳି ହୋଇଯାଇଛି

ସମକକ୍ଷ : ବଦଳି

अधिकारी या कार्यकर्ता का एक स्थान या विभाग से दूसरे स्थान पर या विभाग में भेजे जाने की क्रिया।

इस कार्यालय के दो कर्मचारियों का तबादला हो गया है।
अंतरण, अन्तरण, ट्रांसफर, ट्रान्सफर, तबदीली, तबादला, बदली, स्थानांतर, स्थानांतरण, स्थानान्तर, स्थानान्तरण

The act of transfering something from one form to another.

The transfer of the music from record to tape suppressed much of the background noise.
transfer, transference

ଅର୍ଥ : କୌଣସି ବସ୍ତୁ ବା ବ୍ୟକ୍ତିକୁ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ପ୍ରେରଣ କରିବାର ପ୍ରକ୍ରିୟା

ଉଦାହରଣ : କାନାଡ଼ା ବ୍ୟାଙ୍କ୍ ଧନ ସ୍ଥାନାନ୍ତରଣ ସେବା ଆରମ୍ଭ କରିଛି

किसी वस्तु या व्यक्ति को एक स्थान से हटाकर दूसरे स्थान पर पहुँचाने, भेजने आदि की क्रिया।

केनरा बैंक ने धन स्थानांतरण सेवा शुरू की है।
अपनयन, आहरण, ट्रांसफर, ट्रान्सफर, स्थानांतरण, स्थानान्तरण

The act of transfering something from one form to another.

The transfer of the music from record to tape suppressed much of the background noise.
transfer, transference