ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ତ୍ରୈଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ତ୍ରୈଣ   ବିଶେଷଣ

ଅର୍ଥ : ସ୍ତ୍ରୀମାନଙ୍କ ଭଳି

ଉଦାହରଣ : ମହେଶ ବେଳେବେଳେ ସ୍ତ୍ରୈଣ ବ୍ୟବହାର କରେ

स्त्रियों का-सा।

महेश कभी-कभी स्त्रैण व्यवहार करता है।
स्त्रैण

Having characteristics associated with women and considered undesirable in men.

Womanish tears.
womanish

ଅର୍ଥ : ସ୍ତ୍ରୀ ସମ୍ପର୍କିତ ବା ସ୍ତ୍ରୀ ର

ଉଦାହରଣ : ଶୀଲା କିଛି ନାରୀଯୋଗ୍ୟ ବସ୍ତ୍ର କିଣୁଛି

ସମକକ୍ଷ : ନାରୀଯୋଗ୍ୟ

औरत या स्त्री संबंधी या स्त्री का।

शीला कुछ जनाना वस्त्र खरीद रही है।
औरताना, जनाना, स्त्री संबंधी, स्त्री-संबंधी, स्त्री-सम्बन्धी, स्त्रैण

Associated with women and not with men.

Feminine intuition.
feminine