ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ତୁପ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ତୁପ   ବିଶେଷ୍ୟ

ଅର୍ଥ : ଭଗବାନ ବୁଦ୍ଧ କିମ୍ବା କୌଣସି ବୌଦ୍ଧ ଭିକ୍ଷୁଙ୍କ ଅସ୍ଥି, ଦନ୍ତ, କେଶ ଇତ୍ୟାଦି ସ୍ମୃତିଚିହ୍ନକୁ ସୁରକ୍ଷିତ ରଖିବାପାଇଁ ସେଗୁଡ଼ିକ ଉପରେ ତିଆରି କରାଯାଇଥିବା ମୁଣ୍ଡିଆ

ଉଦାହରଣ : କୁଶୀନଗରରେ ଏକ ବଡ଼ ସ୍ତୁପ ରହିଛି

ସମକକ୍ଷ : ବୌଦ୍ଧସ୍ତୁପ

वह टीला जो भगवान बुद्ध या किसी बौद्ध भिक्षु की अस्थि, दाँत, केश आदि स्मृति चिन्हों को सुरक्षित रखने के लिए उनके ऊपर बनाया गया हो।

कुशीनगर में एक बड़ा स्तूप है।
बौद्ध स्तूप, बौद्ध-स्तूप, स्तूप

A dome-shaped shrine erected by Buddhists.

stupa, tope