ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୌର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୌର   ବିଶେଷ୍ୟ

ଅର୍ଥ : ସୌର ଜଗତର ଷଷ୍ଠ ଗ୍ରହ

ଉଦାହରଣ : ଶନି ପୃଥିବୀଠାରୁ ଅଧିକ ଦୂରରେ ଅବସ୍ଥିତ

ସମକକ୍ଷ : ଗୃଧ୍ରବାହନ, ଛାୟାପୁତ୍ର, ନୀଳାଞ୍ଜନ, ମହାଗ୍ରହ, ରବିପୁତ୍ର, ଶନି, ଶନିଗ୍ରହ, ଶନିଶ୍ଚର

सौर जगत का छठवाँ ग्रह।

शनि पृथ्वी से अत्यधिक दूर है।
पंगु, पङ्गु, शनि, शनि ग्रह, शनिश्चर, सौर

A giant planet that is surrounded by three planar concentric rings of ice particles. The 6th planet from the sun.

saturn

ସୌର   ବିଶେଷଣ

ଅର୍ଥ : ସୂର୍ଯ୍ୟଙ୍କର ବା ସୂର୍ଯ୍ୟଙ୍କ ସହିତ ସମ୍ବନ୍ଧିତ

ଉଦାହରଣ : ଏହି ଯନ୍ତ୍ର ସୌର ଶକ୍ତିରେ ଚାଲିଥାଏ

सूर्य का या सूर्य से संबंधित।

यह यंत्र सौर ऊर्जा से चलता है।
सौर

Relating to or derived from the sun or utilizing the energies of the sun.

Solar eclipse.
Solar energy.
solar