ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୈତାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୈତାନ   ବିଶେଷ୍ୟ

ଅର୍ଥ : ଖ୍ରୀଷ୍ଟୀୟାନ,ଇସଲାମ ଆଦି ଧର୍ମରେ ତମୋଗୁଣର ମୁଖ୍ୟ ଯାହା ମନୁଷ୍ୟକୁ ଈଶ୍ୱରଙ୍କ ବିରୁଦ୍ଧରେ ପରିଚାଳିତ କରେ ଏବଂ ଧର୍ମ ମାର୍ଗରୁ ଭ୍ରଷ୍ଟ କରେ

ଉଦାହରଣ : ସୈତାନ ଲୋକମାନଙ୍କୁ ଖରାପ ରାସ୍ତାରେ ନେଇଯାଏ

ईसाई, इस्लाम आदि धर्मों में तमोगुण का प्रधान जो मनुष्यों को ईश्वर के विरुद्ध चलाता और धर्म मार्ग से भ्रष्ट करता है।

शैतान लोगों को गलत रास्ते पर ले जाता है।
इबलीस, इलीस, शैतान