ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସେହରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସେହରା   ବିଶେଷ୍ୟ

ଅର୍ଥ : ବିବାହ ଅବସରରେ ବର ପକ୍ଷରୁ ଗାନ କରାଯାଉଥିବା ମାଙ୍ଗଳିକ ଗୀତ ବା ପଦ୍ୟ

ଉଦାହରଣ : ବରର ଶୋଭାଯାତ୍ରାରେ ନାଚୁଣୀ ସେହରା ଗାଉଥିଲା

विवाह के अवसर पर वर पक्ष में गाये जानेवाले मांगलिक गीत या पद्य।

बारात में नचनिया सेहरा गा रहा था।
सेहरा

ଅର୍ଥ : ବିବାହ ସମୟରେ ବରକୁ ପିନ୍ଧାଇବାପାଇଁ ଫୁଲ ବା ସୁନାରୂପା ତାର ଆଦିର ବଡ଼ ମାଳାଗୁଚ୍ଛ ବା ପୁଞ୍ଜ

ଉଦାହରଣ : ବର ସେହରା ପିନ୍ଧିଥିଲା

विवाह के समय वर को पहनाने के लिए फूलों या सुनहले-रुपहले तारों आदि की बड़ी मालाओं की पंक्ति या पुंज।

दूल्हा सेहरा पहने हुए था।
सेहरा