ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସେବି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସେବି   ବିଶେଷ୍ୟ

ଅର୍ଥ : ପୁଞ୍ଜି ବଜାର ଆଦି ବିଶେଷକରି ପ୍ରତିଭୂତି ଏବଂ ପୁଞ୍ଚି ବିନିମୟ ଆଦିରେ ନିୟନ୍ତ୍ରଣ ରଖି ଏଥିସହିତ ସମ୍ବନ୍ଧିତ କାର୍ଯ୍ୟକୁ ଦେଖାରଖ କରୁଥିବା ଗୋଟିଏ ଭାରତୀୟ ପରିଷଦ

ଉଦାହରଣ : ଶେୟାର ବଜାରରେ ମୂଲ୍ୟ ବଢିବାକୁ ଦେଖିକରି ସେବି ଦ୍ବାରା କିଛି କଠୋର ପଦକ୍ଷେପ ନିଆଗଲା

ସମକକ୍ଷ : ଭାରତୀୟ ପ୍ରତିଭୂତି ଏବଂ ବିନିମୟ ପରିଷଦ, ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ

एक भारतीय परिषद जो पूँजी बाजार आदि विशेषकर प्रतिभूति एवं पूँजी विनिमय आदि पर नियंत्रण रखती है या इनसे संबंधित कार्यों की देख-रेख करती है।

शेयर बाजार में बढ़ती तेजी को देखते हुए सेबी द्वारा कुछ कठोर कदम उठाए गए हैं।
भारतीय प्रतिभूति एवं विनिमय परिषद, भारतीय प्रतिभूति एवं विनिमय बोर्ड, सेबी

A committee having supervisory powers.

The board has seven members.
board