ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସେବାକାର୍ୟ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସେବାକାର୍ୟ୍ୟ   ବିଶେଷ୍ୟ

ଅର୍ଥ : ପ୍ରାକୃତିକ ବିପଦସବୁରେ ପ୍ରଭାବିତ ବା ଦୁର୍ଗତମାନବଙ୍କୁ ସାହାଯ୍ୟ ପ୍ରଦାନ କରିବା ନିମନ୍ତେ କରାଯାଉଥିବା କାର୍ଯ୍ୟ

ଉଦାହରଣ : ସରକାର ଜନସାଧାରଣଙ୍କୁ ସାହାଯ୍ୟ କାର୍ଯ୍ୟରେ ଯୋଗଦାନ ଦେବାଲାଗି ନିବେଦନ କଲେ

ସମକକ୍ଷ : ସାହାଯ୍ୟ କାର୍ଯ୍ୟ

प्राकृतिक आपदाओं से प्रभावित या दुर्घटनाग्रस्त लोगों को राहत पहुँचाने के लिए किया गया कार्य।

सरकार ने जनता से राहत कार्य में योगदान देने की प्रार्थना की।
राहत कार्य, राहत-कार्य

Assistance in time of difficulty.

The contributions provided some relief for the victims.
ministration, relief, succor, succour