ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସେଠାରେ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସେଠାରେ   କ୍ରିୟା ବିଶେଷଣ

ଅର୍ଥ : ଅନ୍ୟ ଦିଗରେ ବା ସେପଟେ

ଉଦାହରଣ : ଶ୍ୟାମ ସେଠାରେ ଅଛି

ସମକକ୍ଷ : ଅନ୍ୟପଟେ, ସେଆଡ଼େ, ସେପଟେ

दूसरी तरफ़ या उस ओर।

श्याम उधर है।
उत, उतन, उधर, उस ओर, परे

ଅର୍ଥ : ସେ ସ୍ଥାନରେ

ଉଦାହରଣ : ଆପଣଙ୍କ ପୁସ୍ତକ ସେଠାରେ ଅଛି

ସମକକ୍ଷ : ସେହିସ୍ଥାନରେ

उस जगह पर।

आपकी पुस्तक वहाँ है।
उस जगह, वहाँ