ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସେଚକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସେଚକ   ବିଶେଷ୍ୟ

ଅର୍ଥ : ସିଞ୍ଚିବାର ପାତ୍ର ବା ଯେଉଁ ପାତ୍ରରେ ସିଞ୍ଚାଯାଏ

ଉଦାହରଣ : ସେଚକର ତଳେ କଣାଟିଏ ହୋଇଯାଇଛି

सींचने का पात्र या वह पात्र जिससे सींचा जाए।

सेंचक के पेंदे में एक छेद हो गया है।
सेंचक, सेचक

ସେଚକ   ବିଶେଷଣ

ଅର୍ଥ : ସିଞ୍ଚିବା ବ୍ୟକ୍ତି

ଉଦାହରଣ : ସିଞ୍ଚନକାରୀ ବ୍ୟକ୍ତି ଏପର୍ଯ୍ୟନ୍ତ ଆସିନାହିଁ

ସମକକ୍ଷ : ସିଞ୍ଚନକାରୀ

सींचने वाला।

सेंचक व्यक्ति अब तक आया नहीं है।
सेंचक, सेचक