ଅର୍ଥ : ଏକ ଗଛ ଯାହାର ହଳଦିଆ ରଙ୍ଗର ଫୁଲ ଦିନବେଳେ ସିଧା ଛିଡ଼ାହୋଇ ରହିଥାଏ ଏବଂ ରାତି ସମୟରେ ତଳକୁ ଝୁଙ୍କିଯାଏ
ଉଦାହରଣ :
ଚାଷୀ ସୂର୍ଯ୍ୟମୁଖୀରେ ପାଣିମଡ଼ାଉଛି
ଅର୍ଥ : ଖେତରେ ଲଗାଯାଉଥିବା ଏକ ବୃକ୍ଷର ଫୁଲ ଯେଉଁଥିରୁ ତେଲ ମିଳେ
ଉଦାହରଣ :
ସୂର୍ଯ୍ୟମୁଖୀର ତେଲ ତରକାରୀ ରାନ୍ଧିବା କାମରେ ଆସେ