ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୂତ୍ରଧର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୂତ୍ରଧର   ବିଶେଷ୍ୟ

ଅର୍ଥ : ଯିଏ କୌଣସି କାମର ଆରମ୍ଭ କରେ

ଉଦାହରଣ : କିଏ ଏହାର ସୂତ୍ରଧାର?

ସମକକ୍ଷ : ସୂତ୍ରଧାର

वह जो किसी काम की शुरुआत करता है।

इसके सूत्रधार कौन हैं?
सूत्रधर, सूत्रधार

A person who founds or establishes some institution.

George Washington is the father of his country.
beginner, father, founder, founding father

ଅର୍ଥ : ନାଟକରେ ଯେଉଁ ପାତ୍ର ନାଟକର ଭୂମିକା ବର୍ଣ୍ଣନାକରି ନାଟକକୁ ଆଗକୁ ବଢ଼ାଇ ନିଅନ୍ତି

ଉଦାହରଣ : ସୂତ୍ରଧର ମଞ୍ଚଉପରକୁ ଆସି ନାଟକ ଆରମ୍ଭ କଲେ

ସମକକ୍ଷ : କଥକ, ପ୍ରଧାନ ନଟ

नाटक का वह पात्र जो नाटक की भूमिका का वर्णन करते हुए नाटक को आगे बढ़ाता है।

सूत्रधार ने मंच पर आकर नाटक की शुरुआत की।
कथक, प्रधान नट, सूत्रधर, सूत्रधार

Someone who tells a story.

narrator, storyteller, teller