ଅର୍ଥ : ପତଳା ବା ସୂକ୍ଷ୍ମ ହେବାର ଅବସ୍ଥା ବା ଭାବ
ଉଦାହରଣ :
କନାର ସୂକ୍ଷ୍ମତା ଯେ କୌଣସି ଲୋକ ପରଖି ପାରେନାହିଁ
ଅର୍ଥ : କୌଣସି ବସ୍ତୁ ବିଷୟରେ ଛୋଟଛୋଟ କଥା
ଉଦାହରଣ :
ମୋତେ ଏହି ଯନ୍ତ୍ରର ସୂକ୍ଷ୍ମତା ବିଷୟରେ ବୁଝାନ୍ତୁ
ସମକକ୍ଷ : ସୂକ୍ଷ୍ମତ୍ୱ
ଅର୍ଥ : ସୂକ୍ଷ୍ମ ହେବାର ଅବସ୍ଥା ବା ଭାବ
ଉଦାହରଣ :
ସୂକ୍ଷ୍ମତା କାରଣରୁ ବହୁତ ଜୀବ ଆଖିକୁ ଦେଖାଯାନ୍ତି ନାହିଁ
ଅର୍ଥ : ପତଳା ହେବା ଅବସ୍ଥା ବା ଭାବ
ଉଦାହରଣ :
ସିଫନ୍ କନାର ସୂକ୍ଷ୍ମତା ଥାଏ