ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁଲଭତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁଲଭତା   ବିଶେଷ୍ୟ

ଅର୍ଥ : ସୁଲଭ ହେବା ଅବସ୍ଥା ବା ଭାବ

ଉଦାହରଣ : କୃଷକକୁ ଅନ୍ନର ସୁଲଭତା ପ୍ରାପ୍ତି ହେଲାପରେ ମଧ୍ୟ ତା ଭାଗ୍ୟରେ ପୌଷ୍ଟିକ ଆହାର ନାହିଁ

ସମକକ୍ଷ : ସହଜପ୍ରାପ୍ୟତା

सुलभ होने की अवस्था या भाव।

किसानों के पास अन्न की सुलभता होने पर भी उन्हें पौष्टिक आहार नसीब नहीं होता।
आलब्धता, सहज प्राप्यता, सुलभता

The quality of being at hand when needed.

accessibility, availability, availableness, handiness