ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁଯୋଗ ହରେଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁଯୋଗ ହରେଇବା   କ୍ରିୟାପଦ

ଅର୍ଥ : ମିଳିଥିବା ସୁଯୋଗ ହାତଛଡ଼ା କରିବା

ଉଦାହରଣ : ଚିଠି ଡେରିରେ ମିଳିବା କାରଣରୁ ମୁଁ ସାକ୍ଷାତକାର ଦେବାର ସୁଯୋଗ ହରେଇଲି

मिले अवसर को खो देना।

पत्र देर से मिलने के कारण मैं साक्षात्कार के लिए जाने से चूक गया।
अवसर खोना, चूकना

Fail to attend an event or activity.

I missed the concert.
He missed school for a week.
miss