ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁମତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁମତି   ବିଶେଷ୍ୟ

ଅର୍ଥ : ଜୈନମାନଙ୍କର ଚବିଶ ତୀର୍ଥଙ୍କରଙ୍କ ମଧ୍ୟରୁ ଜଣେ

ଉଦାହରଣ : ସୁମତିନାଥ ଜୈନଧର୍ମର ପଞ୍ଚମ ତୀର୍ଥଙ୍କର ଥିଲେ

ସମକକ୍ଷ : ସୁମତି ନାଥ, ସୁମତିନାଥ

जैनियों के चौबीस तीर्थंकरों में से एक।

सुमतिनाथ जैनधर्म के पाँचवे तीर्थंकर थे।
सुमति, सुमति नाथ, सुमतिनाथ

ଅର୍ଥ : ରାଜା ସଗରଙ୍କ ଜଣେ ପତ୍ନୀ

ଉଦାହରଣ : ସୁମତି ରାଜା ଅରିଷ୍ଟନେମିଙ୍କ କନ୍ୟା ଥିଲେ

राजा सगर की एक पत्नी।

सुमति राजा अरिष्टनेमि की पुत्री थी।
सुमति

An imaginary being of myth or fable.

mythical being

ଅର୍ଥ : ଜଣେ ଦୈତ୍ୟ

ଉଦାହରଣ : ପୁରାଣରେ ସୁମତି ବର୍ଣ୍ଣନା ମିଳେ

एक दैत्य।

सुमति का वर्णन पुराणों में मिलता है।
सुमति

ଅର୍ଥ : ଭଲ ବୁଦ୍ଧି

ଉଦାହରଣ : ଭଗବାନଙ୍କୁ ଆମର ଏତିକି ପ୍ରାର୍ଥନା ଯେ ସେ ସମସ୍ତଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ ଯେଉଁଠି ସୁମତି ସେଇଠି ସଂପତ୍ତି

ସମକକ୍ଷ : ସଦ୍‌ବୁଦ୍ଧି, ସୁବୁଦ୍ଧି

अच्छी बुद्धि।

भगवान से हमारी यही प्रार्थना है कि सब को सद्बुद्धि दें।
जहाँ सुमति तहाँ संपति नाना।
सद्बुद्धि, सुमति

Sound practical judgment.

Common sense is not so common.
He hasn't got the sense God gave little green apples.
Fortunately she had the good sense to run away.
common sense, good sense, gumption, horse sense, mother wit, sense