ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁପ୍ରତିଷ୍ଠିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁପ୍ରତିଷ୍ଠିତ   ବିଶେଷଣ

ଅର୍ଥ : ଯାହାଙ୍କର ବହୁତ ପ୍ରତିଷ୍ଠା ରହିଛି

ଉଦାହରଣ : ସେଠ୍‌ ରାମ ମନୋହର ଏହି ଅଞ୍ଚଳର ଜଣେ ସୁପ୍ରତିଷ୍ଠିତ ବ୍ୟକ୍ତି

ସମକକ୍ଷ : ପ୍ରତିଷ୍ଠିତ, ବିଖ୍ୟାତ, ସୁପରିଚିତ

जिसकी बहुत प्रतिष्ठा हो।

सेठ राम मनोहर इस क्षेत्र के एक सुप्रतिष्ठ व्यक्ति हैं।
सुप्रतिष्ठ, सुप्रतिष्ठित

Settled securely and unconditionally.

That smoking causes health problems is an accomplished fact.
accomplished, effected, established