ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁଗନ୍ଧିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁଗନ୍ଧିତ   ବିଶେଷଣ

ଅର୍ଥ : ଯେଉଁଥିରେ ସୁଗନ୍ଧ ଅଛି

ଉଦାହରଣ : ଗୋଲାପ ଗୋଟିଏ ସୁଗନ୍ଧିତ ପୁଷ୍ପ

ସମକକ୍ଷ : ସୁଗନ୍ଧପୂର୍ଣ୍ଣ, ସୁବାସିତ, ସୁରଭିତ

Having a strong pleasant odor.

The pine woods were more redolent.
aromatic, redolent

ଅର୍ଥ : ଯେ ଗନ୍ଧ ସହ ଯୁକ୍ତ

ଉଦାହରଣ : ମୋ ବଗିଚାରେ ଅନେକ ପ୍ରକାର ସୁଗନ୍ଧିତ ଫୁଲର ଗଛ ଅଛି

ସମକକ୍ଷ : ଗନ୍ଧଯୁକ୍ତ, ବାସଯୁକ୍ତ, ବାସ୍ନାଯୁକ୍ତ

जो गंध से युक्त हो।

मेरे उपवन में गंधयुक्त पुष्पों की अनेक प्रजातियाँ हैं।
गंधयुक्त, गंधित, बासयुक्त, महकदार, वासयुक्त, सगंध

(used with `of' or `with') noticeably odorous.

The hall was redolent of floor wax.
Air redolent with the fumes of beer and whiskey.
redolent, smelling

ଅର୍ଥ : ସୁଗନ୍ଧିତ କରାଯାଇଥିବା

ଉଦାହରଣ : ବଜାରରେ ବିଭିନ୍ନ ପ୍ରକାରର କୃତ୍ରିମ ସୁବାସିତ ଫୁଲ ମିଳୁଛି

ସମକକ୍ଷ : ସୁବାସିତ

सुगंधित किया हुआ।

बाजार में तरह-तरह के सुवासित कृत्रिम पुष्प मिलते हैं।
अनुवासित, परिमलित, सुवासित

Filled or impregnated with perfume.

Perfumed boudoir.
Perfumed stationery.
Scented soap.
perfumed, scented

ଅର୍ଥ : ମାଟି ଉପରେ ବର୍ଷାର ପ୍ରଥମ ପାଣି ପଡ଼ିବା ବା ଭଜା ହୋଇଥିବା ବୁଟ,ବେସନ ଆଦିରୁ ବାହାରୁଥିବା(ସୁଗନ୍ଧ)

ଉଦାହରଣ : ବାସନ ପାଖରେ ପହଞ୍ଚିଲା ବେଳକୁ ସୁଗନ୍ଧିତ ମହକ ଆସିବାକୁ ଲାଗିଲା

मिट्टी पर वर्षा का पहला पानी पड़ने या भुने हुए चने, बेसन आदि से निकलने वाली (सुगंध)।

भाँड़ के पास पहुँचते ही सौंधी महक आने लगी।
सोंधा, सौंधा