ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସିଙ୍ଗଲସ୍ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସିଙ୍ଗଲସ୍   ବିଶେଷ୍ୟ

ଅର୍ଥ : ବ୍ୟାଡମିଣ୍ଟନ, ଟେନିସ୍ ଆଦିର ସେହି ଖେଳ ଯେଉଁଥିରେ ଦୁଇପକ୍ଷରୁ ଜଣେ-ଜଣେ ଖେଳାଳି ରହିଥାନ୍ତି

ଉଦାହରଣ : ସାୟନା ନେହବାଲ୍ ଅଲମ୍ପିକ ଖେଳରେ ମହିଳା ସିଙ୍ଗଲସ୍ ବ୍ୟାଡମିଣ୍ଟନର କ୍ବାଟରଫାଇନାଲ ପର୍ଯ୍ୟନ୍ତ ପହଞ୍ଚିଥିବା ଦେଶର ପ୍ରଥମ ମହିଳା ଖେଳାଳି

बैडमिंटन, टेनिस आदि का वह खेल जिसमें दोनों तरफ़ एक-एक खिलाड़ी होते हैं।

सायना नेहवाल ओलिम्पिक खेलों में महिला एकल बैडमिंटन के क्वार्टरफाइनल तक पहुँचने वाली देश की पहली महिला खिलाड़ी है।
एक-एक का खेल, एकल, सिंगल्स