ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସିଂହରାଶି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସିଂହରାଶି   ବିଶେଷ୍ୟ

ଅର୍ଥ : ସୌର ଜ୍ୟୋତିଷାନୁସାରେ କୌଣସି ବ୍ୟକ୍ତିର ଜନ୍ମ ସମୟରେ ସୂର୍ଯ୍ୟ ସିଂହରାଶିରେ ଥାଏ ତଥା ଚନ୍ଦ୍ର ଜ୍ୟୋତିଷାନୁସାରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ସିଂହରାଶିରେ ଥାଏ

ଉଦାହରଣ : ସିଂହରାଶିର ବ୍ୟକ୍ତିଙ୍କପାଇଁ ଏବର୍ଷ ଲାଭଦାୟକ

ସମକକ୍ଷ : ସିଂହ

सौर ज्योतिषानुसार वह व्यक्ति जिसका जन्म तब हुआ हो जब सूर्य सिंहराशि में हो।

सिंहराशिवालों के लिए यह वर्ष लाभकारी है।
सिंह राशिवाला, सिंहराशिवाला

(astrology) a person who is born while the sun is in Leo.

leo, lion

ଅର୍ଥ : ଜ୍ୟୋତିଷ ଶାସ୍ତ୍ରର ଦ୍ୱାଦଶ ରାଶିମାନଙ୍କ ମଧ୍ୟରୁ ପଞ୍ଚମ ରାଶି ଯେଉଁଥିରେ ସମ୍ପୂର୍ଣ୍ଣ ମଘା, ପୂର୍ବା ଫାଲ୍‌ଗୁନୀ ତଥା ଉତ୍ତରା ଫାଲ୍‌ଗୁନୀର ପ୍ରଥମ ପାଦ ଅଛି

ଉଦାହରଣ : ଏବେ ସୂର୍ଯ୍ୟ ସିଂହରେ ଅଛନ୍ତି

ସମକକ୍ଷ : ସିଂହ

ज्योतिष में बारह राशियों में से पाँचवी राशि, जिसमें पूरा मघा, पूर्वा फाल्गुनी तथा उत्तरा फाल्गुनी का प्रथम पाद है।

इस समय सूर्य सिंह में है।
अर्कक्षेत्र, अर्कभ, सिंह, सिंह राशि, सिंहराशि

The fifth sign of the zodiac. The sun is in this sign from about July 23 to August 22.

leo, leo the lion, lion