ଅର୍ଥ : ବ୍ରହ୍ମାଙ୍କ ପତ୍ନୀ
ଉଦାହରଣ :
ସାବିତ୍ରୀଙ୍କୁ ଉପାସନା କରି ରାଜା ଅଶ୍ୱପତି ଗୋଟିଏ କନ୍ୟା ପ୍ରାପ୍ତ ହୋଇ ତାହାର ନାମ ସାବିତ୍ରୀ ରଖିଥିଲେ
ସମକକ୍ଷ : ଦେବୀ ସାବିତ୍ରୀ, ସାବିତ୍ରୀ ଦେବୀ
ଅର୍ଥ : ଅଷ୍ଟବକ୍ରଙ୍କ କନ୍ୟା
ଉଦାହରଣ :
ସାବିତ୍ରୀଙ୍କ ଉଲ୍ଲେଖ ଧର୍ମଗ୍ରନ୍ଥରେ ମିଳେ
ଅର୍ଥ : ରାଜା ଭୋଜଙ୍କ ପତ୍ନୀ
ଉଦାହରଣ :
ସାବିତ୍ରୀଙ୍କ ସହିତ ରାଜା ଭୋଜ ନଗର ଭ୍ରମଣରେ ଗଲେ
ଅର୍ଥ : ଧର୍ମଙ୍କ ପତ୍ନୀ
ଉଦାହରଣ :
ସାବିତ୍ରୀଙ୍କ ଉଲ୍ଲେଖ ପୁରାଣରେ ମିଳେ
ଅର୍ଥ : କଶ୍ୟପଙ୍କ ପତ୍ନୀ
ଉଦାହରଣ :
ସାବିତ୍ରୀଙ୍କ ଉଲ୍ଲେଖ ପୌରାଣିକ ଗ୍ରନ୍ଥରେ ମିଳିଥାଏ
ଅର୍ଥ : ଗୋଟିଏ ପ୍ରକାରର ସଂସ୍କାର
ଉଦାହରଣ :
ବ୍ରତୋପନୟନ ସମୟରେ ସାବିତ୍ରୀ ସଂସ୍କାର କରାଯାଇଥାଏ
ସମକକ୍ଷ : ସାବିତ୍ରୀ ସଂସ୍କାର
ଅର୍ଥ : ଆପଣା ସତୀତ୍ୱପାଇଁ ପ୍ରସିଦ୍ଧ ସତ୍ୟବାନଙ୍କ ପତ୍ନୀ
ଉଦାହରଣ :
ସାବିତ୍ରୀ ନିଜ ସତୀତ୍ୱ ବଳରେ ତାଙ୍କ ମୃତ ପତିଙ୍କୁ ଜୀବିତ କରାଇଲେ
ସମକକ୍ଷ : ସତୀସାବିତ୍ରୀ