ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସାବର୍ଣ୍ଣି ମନୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସାବର୍ଣ୍ଣି ମନୁ   ବିଶେଷ୍ୟ

ଅର୍ଥ : ଚଉଦ ମନୁଙ୍କ ମଧ୍ୟରୁ ଅଷ୍ଟମ ମନୁ

ଉଦାହରଣ : ଗୋଟିଏ କାହାଣୀ ଅନୁସାରେ ସୂର୍ଯ୍ୟଙ୍କ ପତ୍ନୀଛାୟାଙ୍କ ଗର୍ଭରୁ ସାବର୍ଣ୍ଣି ମନୁଙ୍କ ଜନ୍ମ ହୋଇଥିଲା

ସମକକ୍ଷ : ଅର୍କ ସାବର୍ଣ୍ଣି, ରବି ନଂଦନ, ରବି ନନ୍ଦନ, ସାବର୍ଣ୍ଣି

चौदह मनुओं में से आठवें मनु।

एक कथा के अनुसार सावर्णि मनु की उत्पत्ति सूर्य पत्नी छाया के गर्भ से हुई थी।
अर्कसावर्णि, आर्य, रविनंद, रविनंदन, रविनन्द, रविनन्दन, सावर्णि, सावर्णि मनु

An imaginary being of myth or fable.

mythical being