ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସାନ୍ତ୍ୱନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସାନ୍ତ୍ୱନା   ବିଶେଷ୍ୟ

ଅର୍ଥ : କାହାକୁ ଆଶ୍ୱସ୍ତ କରିବା ବା ଆଶା ଦେବାର ପ୍ରକ୍ରିୟା

ଉଦାହରଣ : ମନ୍ତ୍ରୀଙ୍କ ଆଶ୍ୱାସନା ପାଇ ମୁଁ ନିଶ୍ଚିତ ହୋଇଗଲିମନ୍ତ୍ରୀଙ୍କଠୁ ସାନ୍ତ୍ୱନା ମିଳିବାକ୍ଷଣି ସେ ପ୍ରସନ୍ନ ହୋଇଗଲା

ସମକକ୍ଷ : ଆଶ୍ୱସ୍ତି, ଆଶ୍ୱାସନା

किसी को आश्वस्त करने या आशा दिलाने की क्रिया।

मंत्रीजी का आश्वासन पाकर मैं निश्चिंत हो गया।
मंत्रीजी की आश्वस्ति मिलते ही वह प्रसन्न हो गया।
आश्वस्ति, आश्वासन, दिलासा

A binding commitment to do or give or refrain from something.

An assurance of help when needed.
Signed a pledge never to reveal the secret.
assurance, pledge

ଅର୍ଥ : ଦୁଖୀ ବ୍ୟକ୍ତିକୁ ଧୈର୍ଯ୍ୟ ଦେବାର କ୍ରିୟା ବା ଭାବ

ଉଦାହରଣ : ଘରୁ ଚୋରି ହୋଇଯିବାପରେ ସବୁ ଆଗନ୍ତୁକ ମହାଜନକୁ ସାଂତ୍ୱନା ଦେଉଥିଲେ

ସମକକ୍ଷ : ଆଶ୍ୱାସ, ଆଶ୍ୱାସନା

दुखी व्यक्ति को धीरज देने की क्रिया या भाव।

उनकी सांत्वना से मुझे बहुत राहत मिली।
आश्वास, आश्वासन, ढाढ़स, ढारस, तसकीन, तसल्ली, तस्कीन, तीहा, दिलजोई, दिलासा, सांत्वना, सान्त्वना