ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସାଥିବହି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସାଥିବହି   ବିଶେଷ୍ୟ

ଅର୍ଥ : ପରୀକ୍ଷାକୁ ଆଖିଆଗରେ ରଖି ଲେଖାଯାଇଥିବା ଏହି ପୁସ୍ତକ ଯେଉଁଥିରେ କୌଣସି ଅନ୍ୟ ପୁସ୍ତକରେ ଦିଆଯାଇଥିବା ପଠନ ସାମଗ୍ରୀ, ପ୍ରଶ୍ନ ଆଦିର ଅର୍ଥ ରହିଥାଏ

ଉଦାହରଣ : ଆଜିକାଲି ପିଲାମାନେ କେବଳ ସାଥିବହି ପଢ଼ି ପରୀକ୍ଷା ଦେବାକୁ ଚାହାନ୍ତି

ସମକକ୍ଷ : ଗାଇଡ ବହି, ମାନେବହି

परीक्षा की दृष्टि से तैयार की गई वह पुस्तक जो किसी दूसरी पुस्तक में दी गयी पठन सामग्री, प्रश्न आदि का अर्थ बताए।

आजकल बच्चे सिर्फ़ कुंजी पढ़कर ही परीक्षा देना चाहते हैं।
कुंजी, गाइड

Something that offers basic information or instruction.

guide, guidebook