ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସାଇଁସାଇଁ ଶବ୍ଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସାଇଁସାଇଁ ଶବ୍ଦ   ବିଶେଷ୍ୟ

ଅର୍ଥ : ପବନ ବହିବାର ଶବ୍ଦ

ଉଦାହରଣ : ସାଇଁସାଇଁ ଶବ୍ଦରୁ ରକ୍ଷା ପାଇବାପାଇଁ ସେ କାନରେ ତୁଳା ଲଗେଇଲା

ସମକକ୍ଷ : ସୁ ସୁ ଶବ୍ଦ

हवा बहने का शब्द।

सनसनाहाट से बचने के लिए उसने कानों में रुई डाल ली।
सन सन, सन-सन, सनसन, सनसनाहट, सर सर, सर-सर, सरसर, सरसराहट

A buzzing or hissing sound as of something traveling rapidly through the air.

He heard the whiz of bullets near his head.
whiz

ଅର୍ଥ : ନିର୍ଜନ ସ୍ଥାନରେ ବା ନିଛାଟିଆରେ ଆପେଆପେ ଉତ୍ପନ୍ନ ହେଉଥିବା ଶବ୍ଦ

ଉଦାହରଣ : ସଂଧ୍ୟା ହୋଇଥିଲା ଓ ଭଙ୍ଗାଘରଆଡ଼ୁ ସାଇଁସାଇଁ ଶବ୍ଦ ଆସୁଥିଲା

ସମକକ୍ଷ : ସାଏଁସାଏଁ ଶବ୍ଦ

निर्जन स्थानों में या सन्नाटे में आप से आप होने वाला शब्द।

साम का समय था और खंडहर में साँय-साँय हो रही थी।
साँय साँय, साँय-साँय, साँयँ साँयँ, साँयँ-साँयँ