ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସହକାରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସହକାରୀ   ବିଶେଷ୍ୟ

ଅର୍ଥ : କୌଣସି କାର୍ଯ୍ୟରେ ସହଯୋଗ କରୁଥିବା ବ୍ୟକ୍ତି

ଉଦାହରଣ : ଏହି କାମରେ ସେ ମୋର ସହଯୋଗୀବ୍ୟକ୍ତି

ସମକକ୍ଷ : ସହଯୋଗକର୍ତ୍ତା, ସହଯୋଗୀ, ସହଯୋଗୀବ୍ୟକ୍ତି, ସହାୟକ

वह व्यक्ति जो किसी काम आदि में सहयोग करता हो।

इस काम में वह मेरा सहयोगी है।
अनुषंगी, अभिसर, असिस्टेंट, असिस्टेन्ट, मददगार, शरीक, सहकारी, सहयोग कर्ता, सहयोगकर्ता, सहयोगी, सहयोगी व्यक्ति, सहायक

A person who contributes to the fulfillment of a need or furtherance of an effort or purpose.

My invaluable assistant.
They hired additional help to finish the work.
assistant, help, helper, supporter

ସହକାରୀ   ବିଶେଷଣ

ଅର୍ଥ : ଯେ କୌଣସି କାମରେ ସହାୟତା କରେ

ଉଦାହରଣ : ରାମ ମୋର ସହଯୋଗୀ

ସମକକ୍ଷ : ସହଯୋଗୀ, ସହାୟକ, ସାହାଯ୍ୟକାରୀ

जो किसी काम आदि में सहायता करे।

राम मेरा सहयोगी है।
असिस्टेंट, मददगार, यावर, शरीक, सहयोगी, सहायक

Of or relating to a person who is subordinate to another.

adjunct, assistant

ଅର୍ଥ : ସମସ୍ତଙ୍କ ଲାଭପାଇଁ ମିଳିମିଶି ତିଆରି ବା କରା ହୋଇଥିବା

ଉଦାହରଣ : ସେ ଅନେକ ସାହାଯ୍ୟକାରୀ ସଂସ୍ଥା ସହ ଜଡ଼ିତ

ସମକକ୍ଷ : ସାହାଯ୍ୟକାରୀ

सबके लाभ के लिए मिलजुलकर बनाया या किया जाने वाला।

वह कई सारी सहकारी संस्थाओं से जुड़ा हुआ है।
सहकारी

Done with or working with others for a common purpose or benefit.

A cooperative effort.
cooperative