ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସର୍ମପଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସର୍ମପଣ   ବିଶେଷ୍ୟ

ଅର୍ଥ : ଧର୍ମ, ଭକ୍ତିରେ ବା ଶଦ୍ଧାପୂର୍ବକ କିଛି କହି ଅର୍ପଣ କରିବାର ଭାବ

ଉଦାହରଣ : ମୀରାଙ୍କର ଭଗବାନ କୃଷ୍ଣଙ୍କ ପ୍ରତି ସର୍ମପଣ ଭାବ ତାଙ୍କଦ୍ୱାରା ରଚିତ ଭଜନରେ ପରିଲକ୍ଷିତ ହୁଏ

धर्म भाव से या श्रद्धा-भक्तिपूर्वक कुछ कहते हुए अर्पित करने का भाव।

मीरा का भगवान कृष्ण के प्रति समर्पण उसके द्वारा रचित गीतों में परिलक्षित होता है।
समर्पण

(usually plural) religious observance or prayers (usually spoken silently).

He returned to his devotions.
devotion

ଅର୍ଥ : ଯୁଦ୍ଧ, ବିବାଦ ଆଦି ବନ୍ଦକରି ନିଜକୁ ଶତ୍ରୁ କିମ୍ବା ବିପକ୍ଷ ହାତରେ ଅର୍ପଣ କରିବା ପ୍ରକ୍ରିୟା

ଉଦାହରଣ : ରାଜା ପୁରୁ ସିକନ୍ଦରଙ୍କ ଆଗରେ ନିଜକୁ ସର୍ମପଣ କଲେ

ସମକକ୍ଷ : ଅତ୍ମସର୍ମପଣ

अपने विरोधी या अधिक शक्तिशाली के सम्मुख स्वयं को सौंप देना या उसकी अधीनता स्वीकार करने की क्रिया।

१९७१ के युद्ध में पाकिस्तानी सेना के ९३,००० सैनिकों ने भारतीय सेना के सम्मुख आत्मसमर्पण किया था।
आत्मसमर्पण