ଅର୍ଥ : ଭାରତର ସ୍ବତନ୍ତ୍ରତା ସଂଗ୍ରାମ ସେନାଧ୍ୟକ୍ଷ ଯେ ସ୍ବତନ୍ତ୍ର ଭାରତର ପ୍ରଥମ ଗୃହମନ୍ତ୍ରୀ ତଥା ଉପପ୍ରଧାନମନ୍ତ୍ରୀ ହୋଇଥିଲେ
ଉଦାହରଣ :
ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଗୁଜୁରାଟର ନଡିଆଦ ସହରରେ ହୋଇଥିଲା
ସମକକ୍ଷ : ଲୌହପୁରୁଷ ସରଦାର ପଟେଲ, ସରଦାର ବଲ୍ଲଭ ଭାଇ ପଟେଲ