ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମ୍ମାନ ସମାରୋହ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମ୍ମାନ ସମାରୋହ   ବିଶେଷ୍ୟ

ଅର୍ଥ : କାହାରି ସମ୍ମାନ ନିମନ୍ତେ ଆୟୋଜିତ ସମାରୋହ ବା ସେହି ସମାରୋହ ଯେଉଁଥିରେ କାହାରିକୁ ସମ୍ମାନ କରାଯାଏ

ଉଦାହରଣ : ନେତାଙ୍କର ମନ୍ତ୍ରୀ ହେବାନେଇ ଗୋଟିଏ ସମ୍ମାନ ସମାରୋହର ଆୟୋଜନ କରାଯାଉଛି

ସମକକ୍ଷ : ସମ୍ନାନୋତ୍ସବ

किसी के सम्मान में आयोजित समारोह या वह समारोह जिसमें किसी का सम्मान किया जाए।

नेताजी के मंत्री बनने के उपलक्ष्य में एक सम्मान समारोह का आयोजन किया जाना है।
सत्कार समारोह, सम्मान समारोह, सम्मानोत्सव

A formal event performed on a special occasion.

A ceremony commemorating Pearl Harbor.
ceremonial, ceremonial occasion, ceremony, observance